ପୁଣି ପ୍ରିୟଙ୍କା ଚୋପଡାଙ୍କ ଭିଡିଓ ହେଲା ଭାଇରାଲ, ସର୍ବସମ୍ମୁଖରେ କଲେ କିସ୍

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ, ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ଏବେ କିଛିଦିନ ହେବ ନିଜର ପାର୍ସନାଲ ଲାଇଫକୁ ନେଇ ଅନେକ ଚର୍ଚ୍ଚାରେ ରହୁଛନ୍ତି । ରବିବାର ଦିନ ତାଙ୍କ ମଙ୍ଗେତର ନିକଙ୍କ ଜନ୍ମଦିନକୁ ଧୁମଧାମରେ ପାଳନ କରିବା ସହ ହଜାରହଜାର ଲୋକଙ୍କ ସମ୍ମୁଖରେ ସେ ନିକକୁ କିସ କରିଛନ୍ତି । ତେବେ ଏହି କିସ ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୧୬ ଡିସେମ୍ବରରେ ନିକ ଜୋନାସ ନିଜ ଜନ୍ମଦିନରେ ଏକ ଶୋ କରୁଥିଲେ । ଶୋ ଶେଷ ବେଳକୁ ନିକଙ୍କ ପାଇଁ ଷ୍ଟାଡିୟମ ଉପରକୁ ନିକଙ୍କ ପାଇଁ କେକ ଆସିଲା । ପ୍ରିୟଙ୍କାଙ୍କ ସମେତ ତାଙ୍କର ସଂପର୍କୀୟ ମଧ୍ୟ ଉପସ୍ଥିତ ଥିଲେ । ଯେମିତି ପ୍ରିୟଙ୍କାଙ୍କୁ ନିକ ଦେଖିଛନ୍ତି ସଙ୍ଗେସଙ୍ଗେ ପ୍ରିୟଙ୍କାଙ୍କୁ କିସ କରିଥିଲେ ଏବଂ ଆଲିଙ୍ଗନ କରିବା ସହ ସ୍ୱାଗତ କରିଥିଲେ । ଏହାପରେ ପ୍ରିୟଙ୍କାଙ୍କ ହସର ଯେପରି ସୁଅ ଛୁଟିଥିଲା । ତେବେ ଏହି କିସ ହେଉଛି ପ୍ରଥମ ପବ୍ଲିକ କିସ ।

ମତାମତ ଦିଅନ୍ତୁ

Please enter your comment!
Please enter your name here