You are here
Home > ଏଣ୍ଟରଟେନମେଣ୍ଟ > ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ, ଭାଇରାଲ ହେଲା ଏହି ଫଟୋ

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ, ଭାଇରାଲ ହେଲା ଏହି ଫଟୋ

ବଲିଉଡର ଷ୍ଟାଇଲିସ ନାୟିକା ସୋନମ କପୁର ପୁଣି ଚର୍ଚ୍ଚାକୁ ଆସିଥିବାର ଖବର ମିଳିଛି । ସୋନମଙ୍କ ଷ୍ଟାଇଲକୁ ସମସ୍ତେ ପସନ୍ଦ କରିଥାନ୍ତି, ତାଙ୍କୁ ଷ୍ଟାଇଲର ଦିବା ବୋଲି କୁହାଯାଏ । ତେବେ ସେ ପିନ୍ଧୁଥିବା ଡ୍ରେସ ଯେତିକି ସୁନ୍ଦର ନୁହେଁ ସେତିକି ସେ ପିନ୍ଧିଲା ପରେ ସୁନ୍ଦର ଲାଗିଥାନ୍ତି । ସେ ପିନ୍ଧୁଥିବା ଡ୍ରେସ ଓ୍ବଷ୍ଟେଣ୍ଣର ହେଉ ଅବା ଇଣ୍ଡିଆନର ହେଉ , ବଲିଉଡର ସିଏ ଏକମାତ୍ର ହିରୋଇନ ଯାହାଙ୍କୁ ସମସ୍ତ ପ୍ରକାରର ଡ୍ରେସ ମାନିଥାଏ । ଜ୍ୱଳନ୍ତ ଉଦାହରଣ ହେଉଛି କିଛିଦିନ ତାଙ୍କର ଦୁଇଟି ଫଟୋ ଭାଇରାଲ ହୋଇଥିଲା । ଉକ୍ତ ଭାଇରାଲ ଫଟୋରେ ସେ ଦୁଇଟି ଲୁକରେ ନଜର ଆସୁଛନ୍ତି । ସେ ଏକ ର‌୍ୟମ୍ପ ଶୋରେ ବାଇଗଣୀ ରଙ୍ଗର ଲେହେଙ୍ଗା ଓ ଏଲିଗେଣ୍ଟ ଧଳା ରଙ୍ଗର ଡ୍ରେସ ପିନ୍ଧିଥିବାର ନଜର ଆସିଥିଲେ । ଉକ୍ତ ଦୁଇଟି ଆଉଟଫିଟରେ ସୋନମ ସମ୍ପୂଣ୍ଣ ଅଲଗା ଲାଗୁଥିଲେ । ଯାହା ଏବେ ଜୋରସୋର ଭାଇରାଲ ହେବାରେ ଲାଗିଛି ।

Loading...
ONA

Leave a Reply

Top