You are here
Home > ଲାଟେଷ୍ଟ > ନଭେମ୍ବର ୨୬ରେ କ୍ୟାଟ୍ ପରୀକ୍ଷା

ନଭେମ୍ବର ୨୬ରେ କ୍ୟାଟ୍ ପରୀକ୍ଷା

ଭୁବନେଶ୍ଵର: କମନ୍ ଆଡମିସନ ଟେଷ୍ଟ (ସିଏଟି)୨୦୧୭ର ଆଡମିଟ କାର୍ଡ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍)ର ଅଫିସିଆଲ୍ ୱେବସାଇଟ (iimcat.ac.in) ରେ ଜାରି କରିଦିଆଯାଇଛି । ଚଳିତ ବର୍ଷ  ଆଇଆଇଏମ୍, ଲକ୍ଷ୍ନୌ ତରଫରୁ ୨୦୧୭ ନଭେମ୍ବର ୨୬ ରେ କେଟ୍ (CAT)ପରୀକ୍ଷା ଆୟୋଜିତ ହେବ  । ସିଏଟିର ପରୀକ୍ଷାରେ ଭଲ ମାର୍କ ଆଣିବା ବହୁତ କଷ୍ଟ । ପ୍ରତିଥର ଦେଖାଯାଇଥାଏ ଯେ, ଇଞ୍ଜିନିୟରିଂ ଛାତ୍ର କ୍ୟାଟ୍ ଲିଷ୍ଟରେ ନିଜର ଦବଦବା ଜାହିର ରଖିଥାନ୍ତି  । କିନ୍ତୁ କଳା ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ମଧ୍ୟ କ୍ୟାଟ୍ ପରୀକ୍ଷାରେ ଭଲ କରୁଛନ୍ତି । ଆଇଆଇଏମର କହିବା ଅନୁଯାୟୀ କ୍ୟାଟ୍ କେବଳ ଇଂଜିନିୟରିଂ ଛାତ୍ରଙ୍କ ପାଇଁ ନୁହେଁ  । 

Loading...
ONA

Leave a Reply

Top