ଦୁର୍ଘଟଣାରେ ଆଈନାତୁଣୀ ମୃତ

ଦେବଗଡ ଜିଲ୍ଲାର ଏନଏଚ୍-49ର ପଳସାକୁଦ ନିକଟରେ ଟ୍ରକ ଧକ୍କାରେ ଆଈ ଓନାତୁଣୀଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଏକ ନାତୁଣୀ ଗୁରୁତର ଆହତ ହୋଇଛି । ସ୍ଥାନୀୟ ମେଡିକାଲରେ ଆହତ ନାତୁଣୀକୁ ଭର୍ତ୍ତି କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here