ଦୀପିକା: ‘ଇଣ୍ଟରନ୍ୟାସ୍‌ନାଲ ଓ୍ଵମେନ୍‌ ଅଫ୍‌ ଦ’ ଇୟର୍‌’

https://www.facebook.com/nnsodia/videos/267154983995629/?t=5

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପଦୁକୋନ ଏସ୍‌କ୍ୟୁୟାର୍‌ ଠାରେ ‘ଇଣ୍ଟରନ୍ୟାସ୍‌ନାଲ ଓ୍ଵମେନ୍‌ ଅଫ୍‌ ଦ ଇୟର୍‌’ ଆଓ୍ଵାର୍ଡ ଜିତିଛନ୍ତି । ଏହି ସମ୍ମାନ ଉତ୍ସବ ଚଳିତବର୍ଷ ଦୁବାଇଠାରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଦୀପିକା ମନୀଷା ଜୈସିଙ୍ଗ୍‌ ଦ୍ୱାରା ନିର୍ମିତ ପୋଷାକ ପରିଧାନ କରିଥିବା ବେଳେ ଇଟାଲୀୟ ଅଳଙ୍କାର ବ୍ରାଣ୍ଡ୍‌ ‘ବୁଲ୍‌ଗରି’ର ଗହଣା ପିନ୍ଧିଥଲେ । ସେ ଆଗକୁ ‘‘XXX:ଦ’ ରିଟର୍ଣ୍ଣ ଅଫ୍‌ ଜେଣ୍ଡର୍‌ କେଜ’ ଜରିଆରେ ପ୍ରଥମ ଥର ପାଇଁ ହଲିଉଡ୍‌ରେ ଦେଖାଦେବେ ।

ମତାମତ ଦିଅନ୍ତୁ

Please enter your comment!
Please enter your name here