You are here
Home > ଲାଟେଷ୍ଟ > ତୈଳ ଓ ଗ୍ୟାସ୍‌ ସଂରକ୍ଷଣ ସଚେତନତା ଅଭିଯାନ ଆରମ୍ଭ

ତୈଳ ଓ ଗ୍ୟାସ୍‌ ସଂରକ୍ଷଣ ସଚେତନତା ଅଭିଯାନ ଆରମ୍ଭ

ଭୁବନେଶ୍ୱର: ତୈଳ ଓ ଗ୍ୟାସ୍‌ ସଂରକ୍ଷଣ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ପେଟ୍ରୋଲିୟମ କଂଜର୍ଭେସନ୍‌ ରିସର୍ଚ୍ଚ ଆସୋସିଏସନ୍‌ ଓ ତୈଳ ଉଦ୍ୟୋଗ ପକ୍ଷରୁ ମିଳିତ ଭାବେ ଆୟୋଜିତ କରାଯାଇଛି । ପରିବହନ, ଶିଳ୍ପ, କୃଷି ଓ ପରିବାର ମାନଙ୍କରେ ବିଭିନ୍ନ ଗତିବିଧି ମାନ ଆୟୋଜିତ କରାଯାଇ ଇନ୍ଧନ ସଂରକ୍ଷଣକୁ ନେଇ ବାର୍ତ୍ତା ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟପାଳ ଏସସି ଜମିର ଉଦଘାଟନ କରିଥିଲେ ।

♦ ତୈଳ ଓ ଗ୍ୟାସର ସଂରକ୍ଷଣର ବାର୍ତା ପ୍ରଚାର ପାଇଁ ସାରା ଦେଶରେ ସାଇକ୍ଲୋଥନ
ଆୟୋଜନ କରାଯିବ । ଓଡିଶାରେ ଫେବୃଆରୀ ୪, ୨୦୧୮ରେ ଏହି କାର୍ଯ୍ୟକ୍ରମ ପାଇଁ
ଯୋଜନା ।
♦ କାର ମାଲିକଙ୍କ ପାଇଁ ଇନ୍ଧନ ସଂଚୟ ସମ୍ପର୍କିତ ଡ୍ରାଇଭିଂ ପ୍ରତିଯୋଗିତାର ଆୟୋଜନ
♦ ସ୍କୁଲ ଓ କଲେଜ ମାନଙ୍କରେ କ୍ୱିଜ/ ପ୍ରବନ୍ଧ /ପେଂଟିଙ୍ଗ/ ବାକ୍ ପ୍ରତିଯୋଗିତାର ଆୟୋଜନ
♦ ସାଇକେଲ ର୍ୟାଲୀ/ ସର୍ବସାଧାରଣ ର୍ୟାଲୀ/ ମାରାଥନ/ ପଥ ପ୍ରାନ୍ତ ନାଟକ /ମାନବ ଶୃଙ୍ଖଳର
ଆୟୋଜନ
♦ ଟେଲିଭିଜନ / ରେଡିଓରେ ସାକ୍ଷାତକାର / ଟକ୍

Loading...
ONA

Leave a Reply

Top