ଚିଲିକାରେ ସି ଏରୋଡ୍ରମକୁୁ ସିଡିଏର ନାଁ

https://www.facebook.com/nnsodia/videos/267154983995629/?t=5

ଚିଲିକାରେ ପ୍ରସ୍ତାବିତ ସି ଏରୋଡ୍ରମକୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିକ୍ଷୋଭ କରିଥିବା ସୂଚନା ମିଳିଛି । ଚିଲିକାରେ ସି ଏରୋଡ୍ରମ ହେଲେ ଜୈବ ବିବିଧତା ନଷ୍ଟା ହେବ ବୋଲି ସିଡିଏ କହିଛି । ବିରୋଧ ସହ ୫ଟି ପଏଣ୍ଟରେ ସରକାରଙ୍କୁ ଅବଗତ କଲା ସିଡିଏ । ସି ଏରୋଡ୍ରମ ହେଲେ ବିଦେଶାଗତ ପକ୍ଷୀ, ଡଲଫିନ ପ୍ରଭାବିତ ହେବେ । ଏଥିସହ ଚିଲିକା ଉପରେ ନିର୍ଭର କରୁଥିବା ୨ ଲକ୍ଷ ମତ୍ସ୍ୟଜୀବୀ ପରିବାର ମଧ୍ୟ ପ୍ରବାବିତ ହେବେ ବୋଲି ସିଡିଏ ପ କ୍ଷରୁ ସୂଚନା ମିଳିଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here