You are here
Home > ପଲିଟିକ୍ସ > କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଇଲା ଏବଂ କୋଇଲା ଖଣି ସମ୍ପର୍କରେ ଚିଠି ଲେଖିଛନ୍ତି କେନ୍ଦ୍ରକୁ ।

ନବୀନ ପଟ୍ଟନାୟକ କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ କୋଇଲା ଖଣି ଆବଣ୍ଟନ ନେଇ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ସେ ରାଜ୍ୟର ୪ଟି କୋଇଲା ଖଣିକୁ ଡ଼ବ୍ଲ୍ୟୁସିଏଲ ବଦଳରେ ଏମସିଏଲକୁ ଦେବାକୁ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

Loading...
ONA

Leave a Reply

Top