ଓଡ଼ିଶାରେ ଗୁଜରାଟ ଫଣ୍ଡା କାମ ଦେବନି

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଉଭୟ ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଜେପି ସରକାର ଗଢ଼ିବ । ଗୁଜରାଟରେ ବିଜେପି ଲଗାତାର ଷଷ୍ଠ ଥର ପାଇଁ କ୍ଷମତାକୁ ଆସିଥିବା ବେଳେ ହିମାଚଳରେ କଂଗ୍ରେସ ହାତରୁ ଶାସନ ଡୋରି ହାତେଇବାରେ ଦଳ ସକ୍ଷମ ହୋଇଛି । ତେବେ ଏହି ଫଳାଫଳର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସମଗ୍ର ରାଜ୍ୟ କଥା ପଛରେ ଅଛି, ଆଗାମୀ ବିଜେପୁର ଉପନିର୍ବାଚନରେ ବିଜେପିର ପ୍ରଭାବ ପଡିବ ନାହିଁ । ରାଜ୍ୟରେ ବିଜେଡି ସରକାର ଅନେକ ବିକାଶମୂଳକ କାମ କରିଛି । ତେଣୁ ଏଠାରେ ସରକାର ବିରୋଧୀ ଜନମତ ସୃଷ୍ଟି ହେବ ନାହିଁ । ଆଗୁଆ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ଅଛି । ଏ କଥା ମୁଁ ପୂର୍ବରୁ ବି କହିଛି ବୋଲି ମୁଖ୍ୟମନ୍ତ୍ରୀ ଦୋହରାଇଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here