ଏହି ନାମ ପୁରୁଷଙ୍କ ଠାରୁ ରୁହନ୍ତୁ ଦୂରରେ, ସଂପର୍କରେ ଫାଟ ପଡିବାର ସମ୍ଭାବନା

https://www.facebook.com/nnsodia/videos/267154983995629/?t=5

ନିଜ ବାନ୍ଧବୀ ସହ ଝଗଡା ଗୋଟେ ପ୍ରକାରର ସାଧାରଣ କଥା । ଅଳ୍ପ ବହୁତେ ଝଗଡା କରିବା ଦ୍ୱାରା ଭଲପାଇବା ବଢେ ବୋଲି କଥାରେ ଅଛି । ବେଳେ ବେଳେ ଗୋଟିଏ ଛୋଟ କଳି ଦେଖୁଦେଖୁ ବଡ ହୋଇ ଭୟଙ୍କର ରୂପ ନିଏ । ଏଥିପାଇଁ ଚେଷ୍ଟା କରିବେ ଆପଣଙ୍କୁ କେହି ଝଗଡା ପାର୍ଟନର ନମିଳୁ । ଚାଲନ୍ତୁ ଜାଣିବା କେଉଁ ନାମ ଯୁକ୍ତ ପୁଅଙ୍କଠାରୁ ଦୂରରେ ରହିବେ ।

ଭି : ‘ଭି’ ନାମ ପୁରୁଷ ନିଜକୁ ଘରର ମୁଖିଆ ବୋଲି ଭାବନ୍ତି । ସେ ନିଜକୁ ବଡ ମାନିବା ସହ ସମସ୍ତଙ୍କ ଉପରେ ମୁରବିପଣ ଦେଖାଇବାକୁ ଚାହାଁନ୍ତି ।

ପି : ‘ପି’ ନାମ ପୁରୁଷ କେବେ ତାଙ୍କ ସ୍ତ୍ରୀଙ୍କ କଥା ଶୁଣନ୍ତିନି । ସେ ଭାବନ୍ତି କି ତାଙ୍କ ସ୍ତ୍ରୀକୁ କିଛି ଜଣା ନାହିଁ , ଯଦି ସ୍ତ୍ରୀ କିଛି ଉପାୟର ବାଟ ଦେଖାନ୍ତି ତେବେ ସେ କଥାକୁ ହିଁ ଗୁରୁତ୍ୱ ଦିଅନ୍ତି ନି । ତାପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥାଏ ।

ଏଲ : ‘ଏଲ’ ନାମ ଯୁକ୍ତ ପୁରୁଷ ସବର୍ଦା ନିଜ କଥାରେ ଅଡି ରହିଥାନ୍ତି । ତାଙ୍କ ମୁତାବକ ସେ ଯେଉଁ କାମ କରନ୍ତି ପୁରା ଠିକ୍ । ଯାହାଫଳରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ସଂପର୍କ ରହେ ନାହିଁ । ଏହି ନାମ ଯୁକ୍ତ ଲୋକଙ୍କ ପାଖରେ ଧଯ୍ୟ ଖୁବ କମ ଥାଏ ।

ମତାମତ ଦିଅନ୍ତୁ

Please enter your comment!
Please enter your name here