You are here
Home > Breaking News > ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟ: ଭାରତ ଚାମ୍ପିୟନ,୩-୨ ଗୋଲରେ ପାକିସ୍ଥାନକୁ ହରାଇଲା ଭାରତ

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟ: ଭାରତ ଚାମ୍ପିୟନ,୩-୨ ଗୋଲରେ ପାକିସ୍ଥାନକୁ ହରାଇଲା ଭାରତ

ଏସିଆନ ଚମ୍ପିୟନସିପ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଭାରତ ବିଜୟୀ ହୋଇଛି । ୩-୨ ଗୋଲରେ ପାକିସ୍ଥାନକୁ ହରାଇଲା ଭାରତ । ଗତକାଲିି ସାଉଥ କୋରିଆକୁ ପରାସ୍ତ କରି ଭାରତ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରି ଥିଲା। ଶନିବାର ଖେଳାଯାଇଥିବା ମାଲେସିଆର କୁଆଣ୍ଟାନାରେ ଆୟୋଜିତ ସେମି ଫାଇନାଲ ମ୍ୟାଚରେ ସାଉଥ କୋରିଆକୁ ୫-୪ ଗୋଲରେ ପରାସ୍ତ କରିଥିଲା ।

Loading...
ONA

Leave a Reply

Top