ଅନୁଗୋଳର କରତପଟା ଗାଁରେ ଭୟାବହ ଅଗ୍ନିକାଣ୍ଡ, ୭୦ ବଖରା ଘର ଜଳିଗଲା

0
1

ଅନୁଗୋଳ : ଅନୁଗୋଳର କରତପଟା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଗାଁର ୭୦ ବଖରା ଘର ଜଳି ପାଉଁଶ ହୋଇଯାଇଛି ।  ଦମକଳ ବାହିନୀ ଘଟଣାସଅଥଲେ ପହଁଚି ନିଆଁ ଲିଭାକାମରେ ନୋୟଜନ ହୋଇଥିଲେ । ଗାଁରେ ଏକ ଭୋଜି ବେଳେ ଏହି ଅଘଟଣ ଘଟିଛି ବୋଲି ସୂଚନା ମିଳିଛି । ନିଆଁ ଆଁରେ ୭୦ ବଖରା ଘର ଜଳି ଯାଇଥିବାବେଳେ ଶତାଧିକ ଲୋକେ ସର୍ବସାନ୍ତ ହୋଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here